ଆଜି ବିଶ୍ୱ ଆଦ୍ରଭୂମି ଦିବସ । ଆଦ୍ରଭୂମି ଗୁଡିକର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସଚେତନତା ପାଇଁ ଫେବୃଆରୀ ମାସର ଦ୍ୱିତୀୟ ଦିନକୁ ଏଭଳି ଦିବସ ଭାବରେ ପାଳନ କରାଯାଉଛି । ଜଙ୍ଗଲ ପୃଥିବୀର ଫୁସଫୁସ ହେଲେ ଆଦ୍ର ଭୂମି ହେଉଛି ପୃଥିବୀର ବୃକକ । ଜଳ ପରିଚାଳନା ଓ ବର୍ଜ୍ୟ ଜଳ ପରିଷ୍କାର କରିବାରେ ଏହାର ରହିଛି ବଡ଼ ଭୂମିକା ।
#GoodNews #WorldWetlandsDay #celebrated #Chilika #Bhitarkanika #Odisha #ArgusNews