ପ୍ଲାଷ୍ଟିକ ଆବର୍ଜନାରୁ ଉତ୍ପାଦିତ ହେଉଛି ଇନ୍ଧନ ତୈଳ । ସଫଳ କରି ଦେଖାଇଛନ୍ତି ଭୁବନେଶ୍ୱର ଠାରେ ଥିବା କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମେକାନିକାଲ ବିଭାଗର ୪ଜଣ ଶେଷବର୍ଷର ଛାତ୍ରଛାତ୍ରୀ ।
#goodnews #Bhubaneswar #wasteplastic #engineeringstudents #fueloil
#Odisha #ArgusNews