ସାରା ରାଜ୍ୟରେ ପାଳିତ ହେଉଛି ଶାରଦୀୟ ଉତ୍ସବ । ପାର୍ବଣ ପରିବେଶରେ ସଜେଇ ହୋଇଛି ମନ୍ଦିର ଆଉ ମଣ୍ଡପ । ବର୍ଷ ବର୍ଷ ଧରି ଏକାଠି ରହି ଆସିଥିବା ବିଭିନ୍ନ ରାଜ୍ୟର ବାସିନ୍ଦା ମାନେ ପାର୍ବଣର ଖୁସି ପାଇଁ ପାଳିଛନ୍ତି ପରମ୍ପରା । ଏ କ୍ରମରେ ରେଶମ ସହର ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଗୁଜୁରାତି ସଂସ୍କୃତିର ଦାଣ୍ଡିଆ ନାଚ ।
#GoodNews #Berhampur #dandiya #gujaraticulture #dandiyadance #celebrated #PitamberNahak #Odisha #ArgusNews