ବିଶ୍ବବଜାରରେ ରହିଛି ସାମୁଦ୍ରିକ ସମ୍ପଦ ମୋତିର ଅପାର ଚାହିଦା । ପୋଖରୀରେ ମୋତିଚାଷ କରି ମାଲେମାଲ ହେଉଛନ୍ତି ବ୍ରହ୍ମପୁର ଆଉ ବାଲେଶ୍ୱରର ଚାଷୀ । ବାଡ଼ି ପୋଖରୀରେ ଶାମୁକା ଚାଷ କରି ୫ଗୁଣା ଆୟର ସମ୍ଭାବନା ଜାଣିବା ପରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଛି ମୋତି ଚାଷ ।
#ArgusNews #Odisha #Jagatsinghpur #GoodNews #snailfarming