ଦିନେ ସମ୍ବଲପୁରୀ କପଡା କହିଲେ ଲୋକେ ଶାଢ଼ୀକୁ ହିଁ ବୁଝୁଥିଲେ । ଏବେ ସମ୍ବଲପୁରୀ ଡିଜାଇନରେ ମିଳୁଛି ନାନା ପ୍ରକାର ସାମଗ୍ରୀ । ଟିଟିଲାଗଡ଼ର ଜଣେ ଏମ ବି ଏ ଡିଗ୍ରିଧାରୀ ଯୁବକ ସମ୍ବଲପୁରୀ ଧାରାକୁ ପ୍ରଚାର ପ୍ରସାର କରାଇବା ଲକ୍ଷନେଇ ଟିଟିଲାଗଡ଼ରେ ଖୋଲିଛନ୍ତି ଏସ ପି ୟୁ କ୍ରିଏସନ ନାଁରେ ଭିନ୍ନ ଏକ ବ୍ୟବସାୟିକ ପ୍ରତିଷ୍ଠାନ । ଏଠାରେ ମିଳୁଥିବା ପ୍ରତ୍ୟେକ ସାମଗ୍ରୀରୁ ମିଳୁଛି ସମ୍ବଲପୁରୀ କଳାକୃତିର ସୌରଭ ।
#GoodNews #Titilagarh #Sambalpuriart #varietymaterials #business #Sambalpuridesign #textileindustry #Odisha #ArgusNews