ସାଇକେଲରେ ପେଡାଲ ମାରିଲେ ସଫା ହେଉଛି ଲୁଗା । ଚକ ନଥିବା ଭଙ୍ଗା ସାଇକେଲକୁ ଦେଶୀ ୱାସିଂ ମେସିନରେ ପରିଣତ କରିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ବି ସତ୍ୟନାରାୟଣ । ମାତ୍ର ୬ ହଜାର ଡଙ୍କାରେ ସତ୍ୟଙ୍କ ଏଭଳି ଉଦ୍ଭାବନକୁ ପ୍ରଶଂସା କରିଛନ୍ତି ଶିକ୍ଷକ ଓ ସହପାଠୀ ।
#GoodNews #Ganjam #Berhampur #bicycle #WashingMachine #Made #9thClass #students #Satyanarayana #Odisha #ArgusNews