#ୟୁଟ୍ୟୁବ_ଶିଖାଇଲା_ଗୁଣ୍ଡୁରି_ଚାଷ
ୟୁଟ୍ୟୁବ ଶିଖାଇଲା ଗୁଣ୍ଡୁରି ଚାଷପୂର୍ବରୁ ପନିପରିବା ଚାଷ କରୁଥିବା ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲ୍ଲୀ ପଂଚାୟତ ଲଂଗପୋଷ ଗ୍ରାମର ସୁନୀଲ ପଟେଲ ୟୁଟ୍ୟୁବରେ ଗୁଣ୍ଡୁରୀ ଚଢେଇ ଚାଷ ଲାଭଦାୟୀ ହେଉଥିବା ଜାଣିବା ପରେ ଏ ଦିଗରେ ମନ ବଳେଇ ଥିଲେ ।
#youtubeteaches #gunduri #farming #farmers #profitablefarmer #sambalpur #goodnews #Odisha #ArgusNews