ଲକଡାଉନ ସମୟରେ ଘରେ ବସିଥିଲେ । କିଛିଗୋଟେ ବ୍ୟବସାୟ କରିବେ ବୋଲି ମନରେ ଥିଲା ଚିନ୍ତା । ଦିନେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ । କମ ଖର୍ଚ୍ଚରେ ଅଧିକ ଲାଭ ଜାଣିବା ପରେ କଟକ ଜିଲ୍ଲା ଗୋପୀନାଥପୁର ଗାଁର ଅମୁଲ୍ୟ ରାଉତ ରିସ୍କ ନେଇ ଆରମ୍ଭ କଲେ ଏଭଳି ଧନ୍ଦା । ଏବେ ସେ ନିଜେ ସ୍ୱାବଲମ୍ବୀ ହେବା ସାଙ୍ଗକୁ ଅନ୍ୟ ୪ ଜଣଙ୍କୁ ଦେଇପାରିଛନ୍ତି ଜୀବିକା ।
#GoodNews #Cuttack #Mahanga #Pigfarming #WhitePig #business #selfsufficient #ArgusNews