ସାରା ବିଶ୍ବକୁ କବିଳତ କରି ରଖିଛି ମହାମାରୀ କରୋନା...ଆଉ ଏଭଳି ସମୟରେ ତିନି ତିନିଟି ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଥିବା ଭଦ୍ରକର ପୁଅ କମଲ କିଶୋର ମାଝୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି...କମଲ ପ୍ରଥମେ ମିନି ଭ୍ୟାକ୍ୟୁମ କ୍ଲିନର,ତାପରେ ଫୁଟ ଅପରେଟ ସାନିଟାଇଜର ଆଉ ଏବେ ମିନି ପର୍ସ ସାନିଟାଇଜର ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି....
#ArgusNews #Bhadrak #Covid_19 #Mini_Sanitizer