କୋରୋନା ପ୍ରଭାବ ତାଲା ବନ୍ଦରେ ପ୍ରଭାବିତ ହୋଇଛି ଲୋକଙ୍କ ଜୀବନ ଜୀବିକା...କିଏ କାମ ଧନ୍ଦା ନପାଇ ସରକାରୀ ସାହାର୍ଯ୍ୟକୁ ଚାହିଁ ରହୁଛି, ତ କିଏ ଆତ୍ମୀୟଙ୍କ ସାହାର୍ଯ୍ୟ ସହଯୋଗକୁ ଅନାଇ ବସିଛି...ହେଲେ ଟାଙ୍ଗୀ ବ୍ଲକ ଭୂଷଣ୍ଡପୁରରେ କାଠ ତିଆରି ଡଙ୍ଗା କାରିଗରଙ୍କୁ ଯୋଗାଇ ଦେଇଛି ବଞ୍ଚିବାର ରାହା....
#ArgusNews #Odishanews #Kendrapada #Danga