ଏସସିବିକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଲାଗି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଣୀହାଟରୁ ଯୋବ୍ରା ରାସ୍ତା ସମ୍ପ୍ରସାରଣ କରାଯାଇଥିବା ବେଳେ ଏବେ ରାଣୀହାଟରୁ ମାତୃଭବନ ରାସ୍ତା ଯାଏଁ ପ୍ରଶସ୍ତ ହେବ । ଏଥିପାଇଁ ଆଜି ଖୋଦ ଜିଲ୍ଲାପାଳଙ୍କ ସହିତ ପୁରା ଟିମ ରାସ୍ତାର ସର୍ଭେ କରିବା ସହିତ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ....
#Argusnews #Odisha #SCB #Cuttack