ଜୀବିକା ପାଇଁ ଲଙ୍କାମରିଚ ଚାଷରେ ପାଦ ଥାପିଛନ୍ତି ଜଣେ ପୁର୍ବତନ ମହିଳା ସମିତି ସଭ୍ୟା । ରାଜନୀତି ରେ ଯୋଗଦେଇ ସେ ଯାହା କରିପାରିନଥିଲେ ଏକ ଏକର ଚାଷଜମି ତାଙ୍କୁ ସେତିକି ରୋଜଗାର ଓ ସମ୍ମାନ ଦେଇପାରିଛି ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଶିରିଡ ଗ୍ରାମର ଅବନ୍ତି ନାଏକ ...
#ArgusNews #Odisha #Sambalpur #ChillyFarmer #SpecialStory