ସ୍ୱାବଲମ୍ବୀ ଯାତ୍ରାରେ ପାଦ ଥାପିଛି ବୌଦ୍ଧ ଜିଲ୍ଲାର ସୁନାଝରି ଗାଁ । ପରିବାର ରେ ନିଜକୁ ସୀମିତ ରଖୁଥିବା ଏହି ଗାଁର ନାରୀ ଉପାର୍ଜନକାରୀ କାମରେ ନିଜକୁ ନିୟୋଜିତ କରି ଅତିରିକ୍ତ ଦୁଇ ପଇସା ରୋଜଗାର କଲେଣି । ସଂଗଠିତ ହୋଇ ବ୍ୟବସାୟ କରିବାର ଭିତ୍ତିଭୂମି ଏବେ ଏହି ଗାଁରୁ ଆରମ୍ଭ ହୋଇଛି । କିଭଳି ସେମାନେ ସମାନ ରଙ୍ଗର ଶାଢ଼ୀ ପିନ୍ଧି ଆରମ୍ଭ କରିଦେଇଛନ୍ତି ସାମୁହିକ ଉଦ୍ୟମରେ ଫିନାଇଲ ବ୍ୟବସାୟ...
#ArgusNews #Odisha #Boudh #MIssion_Shakti #Women_Empowerment #Goodnews