କମିସନରେଟ୍ ପୋଲିସକୁ ବଡ ସଫଳତା । ରାଜଧାନୀରେ ଧରାପଡିଲା କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଗିରଫ ହୋଇଥିବା 8 ଜଣଙ୍କ ମଧ୍ୟରୁ 3 ଜଣ ଲୁଟ୍ କରୁଥିବା ବେଳେ 5 ଜଣ ଏହି ଜିନିଷ ସବୁ ନେଇ ବିକ୍ରି କରୁଥିଲେ । ସେଥିପାଇଁ ସେକେଣ୍ଡ ହ୍ୟାଣ୍ଡ ଜିନିଷ ନ କିଣିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ କମିସନର୍ ।...
#TheArgus #Odishanews #Bhubaneswar #commissioner_of_police