ତାଙ୍କର ପିତା ଜଣେ ଚିତ୍ରଶିଳ୍ପୀ । ଜନ୍ମ ମଧ୍ୟ ସବୁଜିମା ଭରା ଗ୍ରାମୀଣ ପରିବେଶରେ । ପିଲାଟି ଦିନରୁ ଆଖପାଖର ପ୍ରକୃତି ତାଙ୍କ ହାତରେ ଧରାଇ ଥିଲା ତୁଳି । ଆଉ ସେହିଦିନ ଠାରୁ ବାଲେଶ୍ୱର ସୋରବ୍ଲକର ଆଦିତ୍ୟ ଜେନା କାନଭାସ ଉପରୁ ଫେରାଇନାହାନ୍ତି ମୁହଁ...
#ArgusNews #Odisha #Balasore #artistic