ଇୟେ ହେଉଛନ୍ତି ବିହାର ନାଳନ୍ଦାର ଚୁନ୍ନିଲାଲ । ଦିନକ ପୂର୍ବରୁ ସେ ଥିଲେ ଜଣେ ମାମୁଲି ଠେଲା ବାଲା । ଭଳିକି ଭଳି ଖାଦ୍ୟଦ୍ରବ୍ୟ ଠେଲାରେ ବୁଲି ବୁଲି ଜୀବିକା ନିର୍ବାହ କରୁଥିବା ଜଣେ ସାଧାରଣ ବାସିନ୍ଦା । ହେଲେ ଗତକାଲି ଠାରୁ ତାଙ୍କ ଘରେ ଭିଡ଼ ଲାଗିଛି । ବିହାର ଇଣ୍ଟର ମିଡିୟଟ ସ୍କୁଲ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେ ପାଲଟିଯାଇଛନ୍ତି ଜଣେ ଚର୍ଚିତ ବ୍ୟକ୍ତିତ୍ୱ ....
#ArgusNews #National #BiharGirl #SpecialStory