କୋରନାକୁ ନେଇ ଏବେ ସମସ୍ତେ ଭୟଭିତ ଅଛନ୍ତି । ମହାମାରୀ କୋରନା ଯୋଗୁଁ ବିପଦ ସମୟରେ ନିଜ ସଂମ୍ପର୍କୀୟ ବି ଦୂରେଇ ଯାଉଛନ୍ତି । ଏମିତି କି କରୋନାରେ ନିଜର କିଏ ମୃତ୍ୟୁ ବରଣ କଲେ ମଧ୍ୟ କାନ୍ଧ ଦେବାକୁ କେହି ଆସୁନାହାନ୍ତି । କିନ୍ତୁ ଏହି ସମୟରେ ଏମିତି ବ୍ୟକ୍ତି ଅଛନ୍ତି ଯିଏ କୋରନା ଭୟକୁ ପଛରେ ପକାଇ ଆସାହ୍ୟ ରୋଗୀ ହେଉ ବା ଅସହାୟ ମୃତ୍ୟୁ ବ୍ୟକ୍ତି ର ସାହାରା ପାଲଟିଛନ୍ତି ଅଭିମନ୍ୟୁ ...
#TheArgus #SocialWorker #Abhimanyu #Cuttack