ପେଶା ପୋଲିସ... ନିଶା ଚାଷ । ଯୁବ ପୀଢିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ... ଏ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଡମଣଭୂଇଁର ଦିବାକର ପାଲଟା ସିଂହ । ମହାମାରୀରେ ଯୋଦ୍ଧା ରୂପେ ଜନସେବା କରୁଛନ୍ତି । ଅବସର ସମୟରେ ଚାଷ କାର୍ଯ୍ୟ କରୁଛନ୍ତି...
#Argusnews #Odishanews #Khordha #Farming