ଗୀତ ବାଜୁଛି ତା ସହ ବିନା ବାଦ୍ୟ ଯନ୍ତ୍ରରେ ଗୀତର ତାଳେ ତାଳେ ବାଜୁଛି ବାଜା... ତାହା ପୁଣି ନିଜ ଶରୀରର ହାତ, ପାଟି ଓ ଛାତି ସାହାଯ୍ୟରେ । ଏଭଳି ପ୍ରତିଭା ଦେଖାଇଛନ୍ତି ଖୋର୍ଦ୍ଧା କାଇମାଟିଆ ଭୋଇ ସାହିର ଦୁଇ ଯୁବକ ସୁକାନ୍ତ ଏବଂ ପବିତ୍ର । ଦାରିଦ୍ରତା ତାଡନାରେ ଜରିପାଲ ଘୋଡା ଘରୁ ବାହାରୁଥିବା ଏହି ଦୁଇ ପ୍ରତିଭା ଏବେ ଚହଳ ସୃଷ୍ଟି କରିଛନ୍ତି ସୋସିଆଲ ମିଡିଆରେ.....
#Argusnews #Odisha #Khordha #Talented_Two_Boys #Social_Media