ନାଁ ତାଙ୍କର ସଫଦର ହାସିମ୍ । ଲୋକଙ୍କ ସେବାରେ ନିଜକୁ କରିଛନ୍ତି ଉତ୍ସର୍ଗୀକୃତ । ଦୀର୍ଘ ୨୫ ବର୍ଷ ହେଲା ସମାଜ ସେବା ରେ ନିଜକୁ ନିୟୋଜିତ କରିଛନ୍ତି । ବାତ୍ୟା ଫନି ହେଉ ଅବା ମହାମାରୀ କରୋନା । ସବୁ ସମୟରେ ସେ ବସ୍ତି ବାସିନ୍ଦାଙ୍କ ପାଖରେ ଠିଆ ହୋଇଛନ୍ତି ....
#Argusnews #Odisha #Bhubaneswar #Social_Worker