ତାଙ୍କ ସାହାସ ଆଗରେ ହାର ମାନିଛି, ଶାରୀରିକ ଅକ୍ଷମତା । ଦୋକାନ ଚଳାଉଛନ୍ତି ଓ ପରିବାର ଚଳାଉଛନ୍ତି । କେବଳ ବାଧକ ସାଜିଛି ସରକାରୀ ସାହାଯ୍ୟ । ଭିନ୍ନକ୍ଷମଙ୍କ ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ, ବାସ୍ତବରେ ଫଳପ୍ରଦ ହେବା କଷ୍ଟକର । କେବଳ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦେଇ ନିଜର ଦାୟିତ୍ଵ ସାରି ଦେଇଛନ୍ତି ସରକାର ।
#ArgusNews #ArgusOdia #Khordha #PhysicallyChallenged