|| Headlines 2 pm ||
- ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓ ଗୁଳିବିନିମୟ
- STF ପଞ୍ଝାରେ ୩ ଗଞ୍ଜେଇ ବେପାରୀ
- ଦିନକ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ
- ହସ୍ପିଟାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା
- ରାଜ୍ୟରେ ପୁଣି 58 ଜୀବନ ନେଲା ଭାଇରସ
- କରୋନା କାଳରେ କେରଳରେ ଆଉ ଏକ ଭାଇରସ
- ଗଞ୍ଜାମ ବୁଗୁଡ଼ାରେ ମନରେଗା ମହାଦୁର୍ନିତୀ
- ଜେଲରେ ଜୁଲମ...କଏଦୀଙ୍କ ଉପରେ ଖାକିର ଦାଦାଗିରି
#ArgusNews #ArgusNewsTV #Odisha #Headlines