ଦେଖନ୍ତୁ ସକାଳ 10 ସୁଦ୍ଧା ଟପ ହେଡଲାଇନ୍ସ
+ ଗ୍ରାହକ ବେଶରେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍
+ ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
+ ଆମେରିକା ଉପ-ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
+ ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର
+ ମନ୍ଦିର ଭିତରେ ଭାଲୁ
+ ସ୍ଲୋଗାନରେ ସୀମିତ ମୁଣ୍ଡ ଉପରେ ପକ୍କା ଘର
+ ବିପଦସଙ୍କୁଳ ଅବସ୍ଥାରେ ଗଙ୍ଗାହାର ସେତୁ
#ArgusNews #Odisha #NewsOdisha #ArgusNewsTV #Headlines10AM #TopHeadlinesOfTheHour