#ପଦାରେ_ପଡିଲା_ରାଜ୍ୟ_ସରକାରଙ୍କ_ଆବାସ_ସତ!
ରାଜ୍ୟରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ୮୫% ଅଯୋଗ୍ୟ ହିତାଧିକାରୀ । ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ । ଫନୀ ସମୟରେ ମଧ୍ୟ ଘର ବଣ୍ଟନରେ ହୋଇଛି ବ୍ୟାପକ ଅନିୟମିତତା । ଅଭିଯୋଗ ସାମ୍ନାକୁ ଆସିବା ପରେ କେନ୍ଦ୍ର ନେଉଛି ବଡ କାର୍ଯ୍ୟାନୁଷ୍ଠାନ।
#ArgusNews #ArgusNewsTV #Odisha #BJP #AwasYojna #SureshPujari