ସକାଳ ୧୦ଟା ଟପ୍ ହେଡଲାଇନ୍ସ
+ 63 ଦିନ ପରେ ଦେଶରେ 1 ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ
+ ରାଜ୍ୟରେ ଟିକା ଗ୍ଲୋବାଲ ଟେଣ୍ଡରର ଅନ୍ତ
+ ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ
+ ୟଶ୍ କ୍ଷୟକ୍ଷତିର ସରଜମିନ୍ ତଦନ୍ତ
+ ମହାରାଷ୍ଟ୍ର ପୁନେରେ ଭୟଙ୍କର ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି
+ ମୌସୁମୀକୁ ନେଇ ଆସୁଛି ଲଘୁଚାପ
#ArgusNews #Odisha #ArgusTv #Headlines