8AM TOP HEADLINES
+ କାଲି ବଡ଼ଦାଣ୍ଡକୁ ଓହ୍ଲାଇବେ କଳାଠାକୁର
+ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯୋଗୀ ସରକାରଙ୍କ ଐତିହାସିକ ପଦକ୍ଷେପ
+ କୋଭିଶିଲ୍ଡ ଉପରୁ ହଟିଲା EUର କଟକଣା
+ ତୃତୀୟ ଲହର ଆରମ୍ଭ ଆଶଙ୍କା
+ ମନରେଗା ବୃକ୍ଷରୋପଣରେ ସାମିଲ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ
+ ଆଜି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍
#ArgusNews #Odisha #ArgusnewsTv #Headlines