HEADLINES 12 PM | 13 October 2021 | Argus News
+ ରାଜଧାନୀରେ ମନୀଷ ଅନୁରାଗ ମୃତ୍ୟୁ ମାମଲା
+ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମା ମାଡ ଘଟଣା
+ ପ୍ରଶ୍ନ ପଚାରିଲେ ଉତ୍ତର ନୁହେଁ କ୍ୟାମେରା ବନ୍ଦ କରିବାକୁ କହୁଛନ୍ତି ବିଧାୟିକା
+ ପୁରୀ ପୋଲିସର ଅପରେସନ ବ୍ରାଉନସୁଗାର
+ ପୀଠେ ନବମୀ, ମଣ୍ଡପରେ ଅଷ୍ଟମୀ
+ କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା
+ ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
#Bhubaneswar #ManishAnuragdeathcase #MLA #MohanMajhi #brownsugar #Puri #MahaAshtami #cyclones #Odisha #ArgusNews