HEADLINES 9 AM | 10 OCT 2021 | Argus News
+ଗିରଫ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍
+ଆଜି ଭାରତୀୟ ମହାକାଶ ସଂଘର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ପାର୍ବଣରେ ବର୍ଷାର ଡର
+ଆଜି ଭାରତ-ଚୀନ ମଧ୍ୟରେ ବସିବ କମାଣ୍ଡର ସ୍ତରୀୟ ବୈଠକ
+ପୁଅ ଡ୍ରଗ୍ସ ମାମଲାରେ ଜେଲ ଯିବା ପରେ କ୍ଷତିରେ ଶାହରୁଖ ଖାନ୍
+ରାଜ୍ୟରେ ମହିଳାଙ୍କୁ ମିଳୁନି ସୁରକ୍ଷା ଓ ସମ୍ମାନ
+ମରୁଡି ସମସ୍ୟା ପରେ ଏବେ ସମ୍ବଲପୁର ଜିଲ୍ଲାରେ ଚକଡା ପୋକ ଆତଙ୍କ
+ମହାମାରୀ ସମୟରେ ଲୋକଙ୍କ ପାଇଁ ପାଲଟିଛନ୍ତି ଅସଲି ସେବିକା
#VigilanceRaid #Engineer #Balasore #NarendraModi #IndianSpaceAssociation #rain #Cyclone #CommanderinChief #meeting #IndiaandChina #drug #drought #paddycrop #Bandaghati #LabourForceSurveyReport #Odisha #ArgusNews