HEADLINES@7AM | 12 OCT 2021 | ArgusNews
+ ଆଜି NHRCର 28ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
+ ଆଫଗାନ ସ୍ଥିତି ନେଇ ଆଜି ବସିବ ଜି-20 ଶିଖର ସମ୍ମିଳନୀ
+ ଆଜି ମଣ୍ଡପେ ମହାସପ୍ତମୀ
+ ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
+ ରସକିଆ ବାବୁଙ୍କ କଳା କାରନାମା
+ ଭୁଶୁଡ଼ିଯିବ ଶହ ଶହ ବର୍ଷର ଐତିହ୍ୟ
+ ଗ୍ରୋବ୍ୟାଗ ପ୍ରଣାଳୀରେ ଇଞ୍ଜିନିୟର କରୁଛନ୍ତି ପରିବା ଚାଷ
#Headlines7AM Narendra Modi #Mahasaptami #DurgaPuja #LowPressure #Agriculture #Odisha #ArgusNews