HEADLINES@7AM | 13 OCT 2021 | Argus News
+ ଆଜିଠୁ ଆରମ୍ଭ ହେବ ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ
+ ମଣ୍ଡପେ ମହାଷ୍ଟମୀ, ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜାର୍ଚ୍ଚନା
+ ମହାମାରୀର ପ୍ରଭାବ କମୁଥିବା ବେଳେ ସୁଧୁରୁଛି ଦେଶର ଅର୍ଥ ବ୍ୟବସ୍ଥା
+ ସଂକ୍ରମଣ ହ୍ରାସ ପରେ ହଟିଲା କଟକଣା
+ ଓଡିଆ ସ୍ବାଧିନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବ ଭାରତୀୟ ଡାକ ବିଭାଗ
+ ବଜ୍ରକାପ୍ତା ଶୀକାରକୁ ପ୍ରୋତ୍ସାହନ ଦେଉଛି କି ସ୍କୁଲ ବହି
+ ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
+ ଆରମ୍ଭ ହେଲା ମା' ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା
#Headlines7AM #Mahastami #DurgaPuja Narendra Modi #EconomicNews #airlines #freedomfighter #pangolin #LowPressure #ChhatarYatra #Odisha #ArgusNews