Headlines 11 am | 12 July 2022 | Argus News
+ ଜୋର ଧରିଲା ତହସିଲଦାର ହଟାଅ ଅଭିଯାନ
+ ଆଜି ବି ରାଜ୍ୟରେ 5 ଶହ ଉପରେ ସଂକ୍ରମଣ
+ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ବଳୟ
+ ଲଗାଣ ବର୍ଷାରେ ବେହାଲ ମାଲକାନଗିରି
+ ଦ୍ରୌପଦୀଙ୍କ ପାଇଁ ଶିବସେନାରେ ସଂଗ୍ରାମ
+ ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ
+ ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ
+ ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’
#Headlines11am #Tahsildar #Covidpositive #WeatherNews #DraupadiMurmu #ArgusNews