Headlines 11 am
+ ଭଦ୍ରକ ଚାନ୍ଦବାଲି ବହଡ଼ିହ ଗାଁରେ ଶାସକ ଦଳର ଦାଦାଗିରି
+ ରାଜ୍ୟରେ 6 ହଜାର ତଳକୁ ଖସିଲା ଦୈନିକ ସଙ୍କ୍ରମଣ
+ ନୟାଗଡ଼ର PWD ଲେନରେ STFର ଚଢ଼ାଉ
+ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
+ ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
+ ରାଜ୍ୟର ଦକ୍ଷିଣ ଓ ଉପକୂଳରେ ଆହୁରି 48 ଘଣ୍ଟା ବର୍ଷିବ
#Headlines11am #Panchayatelections #covidpositive #Nayagarh #STFRaids #Maharastra #Rain #ArgusNews