Headlines 2 pm | 26 Jan 2022 | Argus News
+ ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ
+ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
+ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ସହିଦଙ୍କୁ ପ୍ରଣିପାତ କଲା ଦେଶ
+ ସ୍ବାଭିମାନ ଅଂଚଳରେ ଏଣିକି ଆଉ ଶରୀର ଅସୁସ୍ଥ ହେଲେ 108କୁ କରିବାକୁ ପଡିବନି ଅପେକ୍ଷା
+ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହେଲା ଦେଶ
+ ରାଜ୍ୟରେ ୨୪ଘଣ୍ଟାରେ ୭ହଜାର ୪୨୬ କରୋନା ସଂକ୍ରମିତ
#headlines2pm #Republicday #celebration #Shaheed #Covid19 #ArgusNews