Headlines@ 1 pm | 30 Dec 2021 | Argus News
+ ପ୍ରଥମ ଥର ପାଇଁ ପୁରୀରେ ଏକାଠି ହେଲେ ରାଜ୍ୟରେ ନ୍ୟାୟ ପାଇବାରୁ ବଞ୍ଚିତ 21ଟି ପରିବାର
+ STF ହାତରେ ବାଘ ଛାଲ ବେପାରୀ
+ ଭୁବନେଶ୍ବରରେ ଲୁଟେରାଙ୍କ ଆତଙ୍କ ରାଜ
+ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ
+ ସୁବର୍ଣ୍ଣପୁର ବିରମହାରାଜପୁରରେ ଅଭାବନୀୟ ଘଟଣା
+ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ
+ ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ
#healines1pm #puri #stf #lootera #vigilance #odiagirl #ArgusNews