Headlines@ 10 am | 13 August 2022 | Argus News
+ ମୋବାଇଲ ଖେଳ ନେଲା ଜୀବନ
+ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା
+ ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ମହଙ୍ଗା ପଡିଲା ବଣ୍ଡା ଜନଜାତିଙ୍କୁ ଅବହେଳା
+ ଆଜିଠୁ ଘରେ ଘରେ ଉଡ଼ିବ ତ୍ରିରଙ୍ଗା
+ 75 ତମ ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ଭାରତବର୍ଷ
+ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଖେଳାଳିଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ
+ ଦୀର୍ଘ 37 ବର୍ଷ ପରେ ଖୋଲିବ କି ଭତର ରତ୍ନଭଣ୍ଡାର?
#headlines10am #Mobilegame #lowpessure #Dharmendrapradhan #Harghartriranga #ArgusNews