Headlines@ 12 pm | 20 Oct 2022 | Argus News
+ ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା
+ ଧାମନଗର ରାଜନୀତି ପାଇଁ ବଢ଼ୁଛି ତାତି
+ ଗୁଜରାଟ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ
+ କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
+ ବଲାଙ୍ଗୀରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀବେଞ୍ଚ ଆନ୍ଦୋଳନ
+ ଜାତିସଂଘ ରିପୋର୍ଟ ଖୋଲିଦେଲା ରାଜ୍ୟ ସରକାରଙ୍କ ଗରିବୀ ଦୂରୀକରଣର ଅସଲ ମୁଖା
+ ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ ଭିତରେ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ
#headlines12pm #Lowpressure #Dhamnagar #bypoll #ArgusNews #Odisha