Headlines@ 2 pm | 25 Jan 2022 | Argus News
+ କୋହଳ ହୋଇପାରେ ନିର୍ବାଚନ ପ୍ରଚାର କଟକଣା
+ ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ
+ ଭଦ୍ରକ ଚାନ୍ଦବାଲି ବହଡ଼ିହ ଗାଁରେ ଶାସକ ଦଳର ଦାଦାଗିରି
+ ନୟାଗଡ଼ ସିନ୍ଦୁରିଆ ପାଖରେ STFର ରେଡ୍
+ ରାଜ୍ୟରେ 6 ହଜାର ତଳକୁ ଖସିଲା ଦୈନିକ ସଙ୍କ୍ରମଣ
+ ଆଜିଠୁ "ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ"
+ ରାଜ୍ୟର ଦକ୍ଷିଣ ଓ ଉପକୂଳରେ ଆହୁରି 48 ଘଣ୍ଟା ବର୍ଷିବ
#headlines2pm #electioncampaign #stfraid #covid19 #ArgusNews