Headlines@ 2pm |13 July 2022| Argus News
+ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି
+ ବିଧାନସଭାରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ
+ ରାଜ୍ୟରେ ସାରର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ
+ ଲମତାପୁଟ ବିଜେଡି ନେତାଙ୍କ ଘରେ ଚୋରା ମଦ କାରବାର
+ ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲି ସିଲ କଲା ବିଏମସି
+ ରଥଯାତ୍ରା ପରେ ସଂକ୍ରମଣ ବୃଦ୍ଧି ଆଶଙ୍କା
+ ବିଜେବି କଲେଜ ଛାତ୍ରୀ ନିବାସରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା
+ ବସିବସି ନୂଆ ବିବାଦ ଛିଡ଼ା କରୁଛନ୍ତି ବିରୋଧୀ
#Headlines2pm #SriLanka #Assemble #fertilizer #ArgusNews