Headlines@ 3 pm | 1 August 2022 | Argus News
+ ଦେଶରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ
+ ବାଜିରେ ଲାଗିଛି ଜୀବନ, ଭରା ନଈକୁ ଭୟ ନାହିଁ
+ ଧାରା ଶ୍ରାବଣରେ ଶୁଖିଲା
+ ନ୍ୟୁଡ୍ କଲକୁ ସାବଧାନ
+ ବର୍ଷା ଦିନ ପାଇଁ ବଢୁଛି ଝାଡାବାନ୍ତି
+ ବିଧାନସଭାରେ ଚିଟଫଣ୍ଡ ଝଡ
+ ଆଜି ଅଗଷ୍ଟ 1 ସମ୍ବଲପୁରୀ ଦିନ
#Headlines3pm #monkeypox #weatherupdate #Nudecall #ArgusNews #Odisha