Ama Sahara@ 1 pm | 25 Jan 2022 | Argus News
ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ
ଭଦ୍ରକ ଚାନ୍ଦବାଲି ବହଡ଼ିହ ଗାଁରେ ଶାସକ ଦଳର ଦାଦାଗିରି
ନୟାଗଡ଼ ସିନ୍ଦୁରିଆ ପାଖରେ STFର ରେଡ୍
ରାଜ୍ୟରେ 6 ହଜାର ତଳକୁ ଖସିଲା ଦୈନିକ ସଙ୍କ୍ରମଣ
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ଆଜିଠୁ "ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ"
ରାଜ୍ୟର ଦକ୍ଷିଣ ଓ ଉପକୂଳରେ ଆହୁରି 48 ଘଣ୍ଟା ବର୍ଷିବ
#Amasahar #stfraid #covid19 #panchayatelection #ArgusNews