HEADLINE : 10AM
+ କାବୁଲରୁ ଭାରତୀୟଙ୍କୁ ନେଇ ଆସୁଛି ବିମାନ
+ରାଜ୍ୟରେ ୭ ହଜାର ଟପିଲା କୋଭିଡ୍ ମୃତ୍ୟୁସଂଖ୍ୟା
+ଅଲିମ୍ପିକ୍ସ ପରେ ପାରା ଅଲିମ୍ପିଆନସ୍ସଙ୍କୁ ଉତ୍ସାହିତ କରିବେ ପ୍ରଧାନମନ୍ତ୍ରୀ
+ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ଓଡ଼ିଶାରେ ଦିଆଯିବ ସମ୍ବର୍ଦ୍ଧନା
+ଅସମ୍ଭାଳ ଆଫଗାନିସ୍ତାନକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ
+ଅଗଷ୍ଟ ୧୯ରୁ ୨୨ ଯାଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ
+ବିଜୁଳି ଦର ବୃଦ୍ଧି ନେଇ ବଢ଼ୁଛି ଅସନ୍ତୋଷ
#ArgusNews #Odisha #HEADLINE10AM