HEADLINE : 12PM
+ ଭୁବନେଶ୍ବରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ
+ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିଆନସ୍ସଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
+ଆଫଗାନିସ୍ତାନରୁ ଭାରତ ଫେରିଲେ ଭାରତୀୟ
+ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା
+ରାଜ୍ୟରେ ୭ ହଜାର ଟପିଲା କୋଭିଡ୍ ମୃତ୍ୟୁସଂଖ୍ୟା
+ତେଜିବାରେ ଲାଗିଛି ଖରସ୍ରୋତା ଜଳ ବିବାଦ
+ ଅଗଷ୍ଟ ୧୯ରୁ ୨୨ ଯାଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ
+ଟି-20 ବିଶ୍ବକପ୍ ପାଇଁ ଜାରି ହେଲା ମ୍ୟାଚ୍ ସେଡୁଲ
#ArgusNews #Odisha #HEADLINE12PM