HEADLINE : 9AM । 18 September 2021
+DRDO ତଥ୍ୟ ଲିକ୍ ମାମଲା, ଆଜି ରିମାଣ୍ଡ ଆବେଦନର ଶୁଣାଣି କରିବେ SDGM କୋର୍ଟ
+ସଙ୍ଘାଇ କୋର୍ପୋରେସନ ସମିଟିରେ ଆତଙ୍କୀସ୍ତାନକୁ ମୋଦିଙ୍କ ଚେତାବନୀ
+ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଟିକାକରଣରେ ରେକର୍ଡ ସ୍ପିଡ
+ବାଲେଶ୍ବର ଜଳେଶ୍ବରରେ ୩୫ ଲକ୍ଷର ବ୍ରାଉନ୍ ସୁଗାର ଜବତ
#TopHeadlines #ArgusNews #Odisha #Headlines