Headlines 1 pm | 02 Jan 2022 | Argus News
+ ମାକୁ ମୁଖାଗ୍ନି ଦେବାକୁ ଆସିଲେନି ପୁଅ
+ ପୁଣି ଭାଣ୍ଡିଆ ହେଲେ ମନ୍ତ୍ରୀ
+ 15 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଗୁରୁତ୍ବପୁର୍ଣ ବୈଠକ
+ କେନ୍ଦୁଝର ଘଷିପୁରାରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା
+ ବର୍ଷେ ପୂରିଲା, ଆଜି ଯାଏ କାର୍ଯ୍ୟାନୁଷ୍ଠାନ ଶୂନ
+ ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଲା 16 ବର୍ଷ
#Headlines1pm #cremation #SchoolOpen #Kalinganagar #Jajpur #ArgusNews