HEADLINES 1 PM
- ଓବିସି କାର୍ଡ ଖେଳିଲା ବିଜେଡି
- ଗୁଜରାଟରେ ନିବେଶକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
- ତୀବ୍ର ହେବାରେ ଲାଗିଛି ଖରସ୍ରୋତା ବଞ୍ଚାଓ ଆନ୍ଦୋଳନ
- ବ୍ରାଉନସୁଗର ଜବତରେ ଏସଟିଏଫକୁ ସଫଳତା
- ଆଜି ଆଉ 60 ମୁଣ୍ଡ ନେଲା କୋରୋନା
- ଆସନ୍ତାକାଲି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
- କୋଭିଡ କଟକଣାରେ ଚାଲିଛି ଜଗା ଦର୍ଶନ
#ArgusNews #Odisha #Headlines