Headlines 1 pm | 13 August 2022 | Argus News
+ ହୀରାକୁଦରେ ଅଧିକ ଗେଟ ଖୋଲିବା ପାଇଁ ଛତିଶଗଡ ପକାଉଛି ଚାପ
+ ଆଗାମୀ 12ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ
+ ଗଞ୍ଜାମ ପୁରୁଷତ୍ତମପୁରରେ GRS ସ୍ବାଗତ ପଣ୍ଡା ନିଖୋଜ ଘଟଣା
+ ସୁନ୍ଦରଗଡ଼ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଇଁ ସରିଲା ଫାଇନାଲ ପ୍ୟାରେଡ
+ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଖେଳାଳିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
+ ଆଜିଠୁ ଘରେ ଘରେ ଉଡ଼ିବ ତ୍ରିରଙ୍ଗା
#Headlines1pm #Hirakud #lowpressure #GRSMissingcase #Odisha #ArgusNews