HEADLINES 1 PM
- ଆବାସ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
- ପୁଣି ସୀମାନ୍ତରେ ମାଓ ତାଣ୍ଡବ
- OSSC ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ବର୍ଷିଲା କଂଗ୍ରେସ
- ଟୋକିଓରେ ଇତିହାସ ରଚିଲା ଭାରତ
- ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରିରୁ ଉଠୁନି ପରଦା
- ଦୁଇ ଦିନ ହେଲା 13 ଶହ ଉପରେ ସଂକ୍ରମଣ
- ଆଜି ଉତ୍ତରପ୍ରଦେଶ ପାଳୁଛି ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ
#ArgusNews #ArgusNewsTV #Odisha #Headlines