|| HEADLINES 1 PM ||
- ବାତ୍ୟା ୟଶ୍ ଯୋଗୁ କେତେ ହୋଇଛି କ୍ଷତି...କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବର ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍...
- କରୋନା ଚିକିତ୍ସା ପାଇଁ ନୂଆ ନିୟମ ….
- ତଳ ମୁହାଁ କରୋନା ଗ୍ରାଫ୍…
- ପ୍ରାୟ ଦେଢ଼ ମାସ ପରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନଲକ….
- କେନ୍ଦୁଝର ବଲାଣି ଅଞ୍ଚଳରେ ଜଘନ୍ୟକାଣ୍ଡ…
- ପୁଣି ଏକ ଦନ୍ତା ହାତୀର ମୃତ୍ୟୁ...
#ArgusNews #ArgusNewsTv #Odisha #Headlines