Headlines@ 1 pm | 7 Dec 2022 | Argus News
+ ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ
+ ନବୀନ ନିବାସରେ ବିଜେଡିରେ ରୁଦ୍ଧ ଦ୍ଵାର ବୈଠକ
+ ଦିଲ୍ଲୀ MCD ନିର୍ବାଚନରେ ଆପର ବାଜିମାତ୍
+ ଏଣିକି ଏତଲା ପଞ୍ଜିକରଣ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ
+ ଇଡି ଖୋଲିବ କି ନାଗଫାସର ଗୁମର
+ କାଲି ଆସିବ ଗୁଜରାଟ, ହିମାଚଳ ପ୍ରଦେଶ ଓ ପଦମପୁର ରେଜଲ୍ଟ
#Headlines 1pm #Parliament #NaveenNiwas #DelhiMCD #Election #ArchanaNag #Odisha