Headlines 1 PM
+ ଆଇଆଇଟି ଓ ଆଇଆଇଏସ୍ସି ନିର୍ଦ୍ଦେଶକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
+ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, କଳାକାର, ପାର୍ଲର ଓ ଜିମ କର୍ମଚାରୀ
+ ରାସ୍ତା ପାଇଁ ରାସ୍ତା ଅବରୋଧ
+ ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର
+ ରାଜ୍ୟରେ କରୋନା ତୃତୀୟ ଲହର ଚିନ୍ତା
+ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
#ArgusNews #Odisha #ArgusNewsTV #Headlines1PM